ଦରମା ଦାବିରେ ମହିଳାଙ୍କ ଗର୍ଜନ

Dec 9, 2024 - 12:26
 0  1
ଦରମା ଦାବିରେ ମହିଳାଙ୍କ ଗର୍ଜନ

ଦରମା ଦାବି ନେଇ ଭୁବନେଶ୍ବର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ହଜାର ହଜାର ମହିଳା । ଅଲ ଓଡ଼ିଶା ଜି.ପି.ଏଲ.ଏଫ ମିଶନ ଶକ୍ତି ସାମୁଖ୍ୟ ପକ୍ଷରୁ ଜୋରଦାର କରାଯାଇଛି ଆନ୍ଦୋଳନ ।ପ୍ରାୟ ୬ଟି କ୍ୟାଡରର ତଥା ସିଆରପି, ଏମବିକେ, ପ୍ରାଣୀମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଏଲଏସପିରେ କାମ କରୁଥିବା ଏହି ମହିଳା କର୍ମଚାରୀମାନେ ପାଇନାହାନ୍ତି ଗତ ୯ ମାସର ବକେୟା ପାରିଶ୍ରମିକ ବା ଦରମା । ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ମଧ୍ୟ ସରକାର ଶୁଣୁନଥିବାରୁ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି କର୍ମଚାରୀ ।

What's Your Reaction?

like

dislike

love

funny

angry

sad

wow