ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଅବକାରୀ ଯୁଗ୍ମ କମିଶନର ଗିରଫ

Jul 30, 2024 - 13:11
 0  5
ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଅବକାରୀ ଯୁଗ୍ମ କମିଶନର ଗିରଫ

 ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଭିଜିଲାନ୍ସ ଚଢ଼ାଉ ପରେ ଲମ୍ବିିବାରେ ଲାଗିଛି ତାଙ୍କର ସମ୍ପତ୍ତି ତାଲିକା।
 ନିଜ ନାଁରେ ସମ୍ପତ୍ତି କରିବା ସହ ସ୍ତ୍ରୀ , ଭାଇ ଓ ପରିବାର ଲୋକଙ୍କ ନାଁରେ ଅମାପ ସମ୍ପତ୍ତି ରଖିଥିବା ମିଳିଛି ସୂଚନା । ସୋମବାର ତାଙ୍କର କାର୍ଯ୍ୟାଳୟ ସହ ଅନ୍ୟ ୧୦ଟି ସ୍ଥାନରେ ହୋଇଥିଲା  ଅତର୍କିତ ଚଢାଉ । ଭିଜିଲାନ୍ସ ଦଳକୁ ମିଳିଛି ଏବେ ସୁଦ୍ଧା ୨ କୋଟିରୁ ଉଦ୍ଧ୍ୱର୍‌ ମୂଲ୍ୟର ସମ୍ପତ୍ତି । ଏହାସହ ଭିଜିଲାନ୍ସକୁ ବିଭିନ୍ନ ସ୍ଥାନରେ ଥିବା ୫୨ଟି ପ୍ଲଟ, ଫାର୍ମ ହାଉସ ସହ ରାଇସ ମିଲର ଠିିକଣା ମଧ୍ୟ ମିଳିଛି।

What's Your Reaction?

like

dislike

love

funny

angry

sad

wow