ପ୍ୟାରିସ ଅଲିମ୍ପିକ୍ସ:ମନୁ-ସରବଜୋତ ରଚିଲେ ଇତିହାସ

Jul 30, 2024 - 14:28
 0  6
ପ୍ୟାରିସ ଅଲିମ୍ପିକ୍ସ:ମନୁ-ସରବଜୋତ ରଚିଲେ ଇତିହାସ

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଦ୍ୱିତୀୟ ପଦକ ଜିତି ଇତିହାସ ରଚିଲେ ମନୁ ଭାକର। ଏଥର ୧୦ମିଟର ଏୟାର ପିସ୍ତଲ ମିଶ୍ରିତ ଇଭେଣ୍ଟରେ ବ୍ରୋଞ୍ଜ ଜିତିଛନ୍ତି ମନୁ। ଏହି ଇଭେଣ୍ଟରେ ମନୁଙ୍କ ସହ ସରବଜୋତ ସିଂଙ୍କୁ ତାଙ୍କ ଦଳରେ କରାଯାଇଥିଲା ସାମିଲ। ସ୍ବାଧୀନତା ପରେ ମନୁ ହୋଇଛନ୍ତି ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ପ୍ରଥମ ଭାରତୀୟ ଆଥଲେଟ ।ଏହାପୂର୍ବରୁ ୧୦ ମିଟର ଏୟାର ପିସ୍ତଲର ଏକକ ଇଭେଣ୍ଟରେ ବ୍ରୋଞ୍ଜ ଜିତିଥିଲେ ମନୁ ଭାକର। ତେବେ ଆଜି କୋରିଆ ଯୋଡ଼ି ୱୋନୋହ ଏବଂ ଓ ଓହୋ ୟେ ଜିନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ୧୬-୧୦ ପଏଣ୍ଟରେ ହରାଇ ମେଡାଲ ହାତେଇଛନ୍ତି ମନୁ ଭାକର ଓ  ସରବଜୋତ ସିଂ ଯୋଡି।

What's Your Reaction?

like

dislike

love

funny

angry

sad

wow