ଶିଶୁବାଟିକା ପିଲାଙ୍କୁ ମିଳିବ ପୋଷାକ, ଜୋତା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ

Children enrolled in kindergarten will also be provided shoes, T-shirts, track pants, caps, and ID cards just like Class 1 students. A total of 3,10,839 kindergarten students will receive free school uniforms, shoes, and other accessories. For distributing these items, ₹1,000 per student is required. To this end, OSEPA has written to the School and Mass Education Department seeking approval of the funds.

Aug 19, 2025 - 12:14
 0  17
ଶିଶୁବାଟିକା ପିଲାଙ୍କୁ ମିଳିବ ପୋଷାକ, ଜୋତା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ

ପ୍ରଥମ ଶ୍ରେଣୀ ପିଲାଙ୍କ ଭଳି ବିଦ୍ୟାଳୟରେ ନାମ ଲେଖାଇଥିବା ଶିଶୁବାଟିକା ପିଲାଙ୍କୁ ମଧ୍ୟ ଦିଆଯିବ ଜୋତା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, ଟୋପି ଏବଂ ପରିଚୟପତ୍ର। ୩ ଲକ୍ଷ ୧୦ ହଜାର ୮୩୯ ଶିଶୁ ବାଟିକା ଛାତ୍ରଛାତ୍ରୀଙ୍କୁ ମାଗଣା ମିଳିବ ବିଦ୍ୟାଳୟ ପୋଷାକ, ଜୋତା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ। ଏସବୁ ବଣ୍ଟନ ପାଇଁ ପ୍ରତି ଛାତ୍ର ପାଇଁ ୧ ହଜାର ଟଙ୍କା ପାଣ୍ଠି ଆବଶ୍ୟକ। ଏଥିପାଇଁ ପାଣ୍ଠି ଅନୁମୋଦନ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛି ଓସେପା। 

What's Your Reaction?

like

dislike

love

funny

angry

sad

wow