ଇଣ୍ଡି ମେଣ୍ଟ ପକ୍ଷରୁ ଘୋଷଣା ହେଲା ନାଁ ; ବି. ସୁଦର୍ଶନ ରେଡ୍ଡୀ ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ

Aug 19, 2025 - 14:58
 0  18
ଇଣ୍ଡି ମେଣ୍ଟ ପକ୍ଷରୁ ଘୋଷଣା ହେଲା ନାଁ ; ବି. ସୁଦର୍ଶନ ରେଡ୍ଡୀ ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ

ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳର ପ୍ରାର୍ଥୀ ହେବେ ସୁଦର୍ଶନ ରେଡ୍ଡୀ। ପୂର୍ବତନ ସର୍ବୋଚ୍ଚଅଦାଲତ ବିଚାରପତି ସୁଦର୍ଶନ ରେଡ୍ଡୀଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରିଛି ଇଣ୍ଡିଆ ମେଣ୍ଟ। ଏନେଇ ଘୋଷଣା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ।ଅନ୍ୟପଟେ ଦୁଇ ଦିନ ପୂର୍ବରୁ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିସାରିଛି ଏନଡିଏ।ରେଡ୍ଡୀ ଏନଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କ ବିପକ୍ଷରେ କରିବେ ପ୍ରତିଦ୍ୱନ୍ଦ୍ୱିତା । ଆମ ଆଦମୀ ପାର୍ଟି ମଧ୍ୟ ରେଡ୍ଡୀଙ୍କ ନାମକୁ କରିଛି ସମର୍ଥନ  ।

What's Your Reaction?

like

dislike

love

funny

angry

sad

wow