ପୂର୍ବତନ ବିଜେଡି ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ

୬୦ ବର୍ଷ ବୟସରେ ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ । କିଛି ଦିନ ହେବ ସେ ହୃଦରୋଗରେ ଅସୁସ୍ଥ ହୋଇ କ୍ୟାପିଟାଲ ହାସପାତାଳରେ ହେଉଥିଲେ ଚିକିତ୍ସିତ। ବିଜେଡି ଟିକେଟ୍ରୁ ଦୁଇଥର ବିଧାୟକ ଭାବେ ସେ ହୋଇଥିଲେ ନିର୍ବାଚିତ। ୨୦୦୯ ଏବଂ ୨୦୧୪ରେ ଭୁବନେଶ୍ୱର ମଧ୍ୟ ଆସନରୁ ଜିତିଥିଲେ ବିଜୟ ମହାନ୍ତି।ତାଙ୍କ ଦେହାନ୍ତ ଖବର ଶୁଣି ବିଭିନ୍ନ ମହଲରେ ଖେଳିଯାଇଛି ଶୋକର ଛାୟା ।
What's Your Reaction?






