ଜାନୁଆରୀ ୧ରୁ ଓଡିଶାରେ ଆରମ୍ଭ ହେବ ଜନଗଣନା
ଜାନୁଆରୀ ୧ରୁ ଓଡିଶାରେ ଆରମ୍ଭ ହେବ ଜନଗଣନା । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଏଥିସହ ସେ କହିଛନ୍ତି ଯେ, ଯଥାଶୀଘ୍ର ସବୁ ପ୍ରସ୍ତାବ କାମ ଶେଷ କରି ବିଭାଗକୁ ପଠାଇବାକୁ ଦିଆଯାଇଛି ନିର୍ଦ୍ଦେଶ।ସେହିପରି ବଦଳିବ ରିଲିଫ୍ କୋର୍ଡ । କାହିଁକି ନା ରିଲିଫ୍ ହେଉଛି ଏକ ଦୟାର ଶବ୍ଦ । ତେଣୁ ଆଉ ଦୟା ନୁହେଁ, ଏଥର ଲୋକଙ୍କୁ ମିଳିବ ଲୋକଙ୍କ ଅଧିକାର । ରିଲିଫ୍ କୋର୍ଡ, ଅଧିକାର ଆଇନରେ ପରିଣତ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ।
What's Your Reaction?