ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ହୋଇଥିବା ଘଟଣାରେ ଆସିଲା ରିପୋର୍ଟ

Nov 7, 2024 - 18:07
 0  3
ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ହୋଇଥିବା ଘଟଣାରେ ଆସିଲା ରିପୋର୍ଟ

କନ୍ଧମାଳ ଦାରିଙ୍ଗିବାଡ଼ି ବ୍ଲକ୍‌ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ହୋଇଥିବା ଘଟଣାରେ ଆସିଲା ରିପୋର୍ଟ । ଖାଦ୍ୟରେ ବିଷ ଥିବା ନମୁନା ପରୀକ୍ଷାରୁ ହୋଇଛି ସ୍ପଷ୍ଟ । ଖାଦ୍ୟରେ ଥିଲା ଫିକାଲ କଣ୍ଟାମିନେସନ୍ ,ବିଷ ପାଲଟି ଯାଇଥିଲା ଟାକୁଆ ଜାଉ ଓ ପଖାଳ । ପାଣି ନମୁନାରେ ମାରାତ୍ମକ ହାଇଡ୍ରୋଜେନ୍ ସଲଫେଟ୍ ଥିବା ମିଳିଛି ସୂଚନା।


What's Your Reaction?

like

dislike

love

funny

angry

sad

wow