ଭଦ୍ରକରେ ଆସିଲା ଇଣ୍ଟରନେଟ୍
ଦୀର୍ଘ ୪ ଦିନ ପରେ ଭଦ୍ରକରେ ଆସିଲା ଇଣ୍ଟରନେଟ୍। ହେଲେ ଏବେବି ପୁରୁଣା ବଜାର,ଧାମନଗର ଓ ଦୋବଲ୍ ପରି ଅନେକ ଅଞ୍ଚଳରେ ୧୬୩ ଧାରା ରହିଛି ବଳବତ୍ତର। ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକ ରେ ସୃଷ୍ଠି ହୋଇଥିଲା ଅଶାନ୍ତି। ଯାହାକୁ ଦୃଷ୍ଟିରେ ରଖି ପ୍ରଥମେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟରେ କଟକଣା ଜାରି କରିଥିଲେ ରାଜ୍ୟ ସରକାର।
What's Your Reaction?