ଶେଷ ପର୍ଯ୍ୟାୟରେ ରାଜ୍ୟରେ ୭୦ .୬୭ ପ୍ରତିଶତ ମତଦାନ

ଶେଷ ପର୍ଯ୍ୟାୟରେ ରାଜ୍ୟରେ  ୭୦ .୬୭ ପ୍ରତିଶତ ମତଦାନ

 ଓଡିଶାରେ ସରିଛି ଶେଷ ପର୍ଯ୍ୟାୟ ଭୋଟିଂ । ତେବେ ଶେଷ ପର୍ଯ୍ୟାୟରେ ରାଜ୍ୟରେ ଭଲ ପ୍ରତିଶତ ମତଦାନ ହୋଇଥିବା କହିଛନ୍ତି ସିଇଓ । ସୂଚନା ଅନୁସାରେ, ରାଜ୍ୟରେ ଶେଷ ପର୍ଯ୍ୟାୟରେ ୭୦.୬୭ ପ୍ରତିଶତ ହୋଇଛି  ମତଦାନ । ମୟୂରଭଞ୍ଜରେ ସର୍ବାଧିକ ୭୩.୮୧% ମତଦାନ ହୋଇଥିବାବେଳେ ଯାଜପୁରରେ ୬୭.୯୧% , କେନ୍ଦ୍ରାପଡାରେ ୬୮.୬୪ ପ୍ରତିଶତ, ଜଗତସିଂପୁରରେ ୭୩.୦୬%, ବାଲେଶ୍ୱରରେ ୭୦.୪୧%, ଭଦ୍ରକରେ ହୋଇଛି ୭୦.୩୪% ମତଦାନ  ।