ପୁରୀ ବାଣ ବିସ୍ଫୋରଣ , ୧୧କୁ ବୃଦ୍ଧି ପାଇଲା  ମୃତ୍ୟୁ ସଂଖ୍ୟା

Jun 2, 2024 - 12:20
 0  9
ପୁରୀ ବାଣ ବିସ୍ଫୋରଣ , ୧୧କୁ ବୃଦ୍ଧି ପାଇଲା  ମୃତ୍ୟୁ ସଂଖ୍ୟା

ପୁରୀ ବାଣ ବିସ୍ଫୋରଣ ଘଟଣାରେ ୧୧କୁ ବୃଦ୍ଧି ପାଇଲା  ମୃତ୍ୟୁ ସଂଖ୍ୟା । ଗତକାଲି ମୃତ୍ୟୁ ସଂଖ୍ୟା ୯ଥିବାବେଳେ ଆଜି ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା  ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଅନ୍ୟ ୧୯ ଜଣ ଚିକିତ୍ସାଧିନ ଥିବା ରହିଛି  ସୂଚନା 

What's Your Reaction?

like

dislike

love

funny

angry

sad

wow