ଭରତପୁର ବର୍ବରତା : ୨୪ରେ ରାଜଧାନୀରେ ବିଜେଡି ୬ ଘଣ୍ଟିଆ ବନ୍ଦ ଡାକରା

Sep 22, 2024 - 12:31
 0  3
ଭରତପୁର ବର୍ବରତା : ୨୪ରେ ରାଜଧାନୀରେ ବିଜେଡି ୬ ଘଣ୍ଟିଆ ବନ୍ଦ ଡାକରା

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ କରିବା ସହ ଗଣ୍ଡଗୋଳ ମାମଲାରେ ୭ ଅଭିଯୁକ୍ତଙ୍କୁ ଜାମିନ  ପ୍ରଦାନ କରିଛନ୍ତି ଜେଏମଏଫସି-୨ ଅଦାଲତ  ।ଯୁବକଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ଜାମିନଯୁକ୍ତ। ଏଭଳି ଅଭିଯୋଗରେ ଥାନାରେ ନୋଟିସ କରି ଛାଡିବା ଯୋଗ୍ୟ । କାହିଁକି ଅଦାଲତ ଚାଲାଣ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ ଅଦାଲତ । ଯାହାର ଉତ୍ତର ଦେଇପାରି ନାହାନ୍ତି ପୁଲିସ ଅଧିକାରୀ ।ଅନ୍ୟପଟେ ଏହି ଘଟଣାକୁ ବିରୋଧ କରି ଆସନ୍ତା ମଙ୍ଗଳବାର ୬ଘଣ୍ଟା ଭୁବନେଶ୍ୱର ବନ୍ଦ ଡାକରା ଦେଇଛି ବିଜେଡି । ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ବରିଷ୍ଠ ନେତା ଦେବୀ ମିଶ୍ର ।

What's Your Reaction?

like

dislike

love

funny

angry

sad

wow