ବଦଳିଲା ବିଦ୍ୟାଳୟ ପୋଷାକ

Oct 2, 2024 - 12:35
 0  2
ବଦଳିଲା ବିଦ୍ୟାଳୟ ପୋଷାକ

ବଦଳିଲା ସରକାରୀ ମାଧ୍ୟମିକ ବିଦ୍ୟାଳୟର ପୋଷାକ। ସବୁଜ ରଙ୍ଗ ବଦଳରେ ବାଦାମୀ ରଙ୍ଗର ପୋଷାକ ପିନ୍ଧିବେ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀ ଛାତ୍ର ଛାତ୍ରୀ ପରିଧାନ ଯୋଜନା ଅଧୀନରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକରେ ଏହା ହେବ ଲାଗୁ । 

What's Your Reaction?

like

dislike

love

funny

angry

sad

wow