ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା
ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା।ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିବାର ରହିଛି ନୀତି ନିୟମ। ଆଜି ପୁରୀରେ ପିଣ୍ଡ ଦାନ କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରୁଛନ୍ତି ଭକ୍ତ।ସେହିପରି ଭୁବନେଶ୍ବର ବିନ୍ଦୁସାଗର କୂଳରେ ମଧ୍ୟ ମହାଳୟା ପାଇଁ ଦେଖିବାକୁ ମିଳିଛି ପ୍ରବଳ ଭିଡ଼। କୁହାଯାଏ ଏହି ପିତୃପକ୍ଷରେ ମାନବ ଲୋକଙ୍କୁ ଆସିଥାନ୍ତି ପିତୃଲୋକ। ତେଣୁ ତାଙ୍କ ମୋକ୍ଷପ୍ରାପ୍ତି ପାଇଁ କରାଯାଏ ପିଣ୍ଡଦାନ।
What's Your Reaction?