କାରାଗାରରୁ ବାହାରିଲେ  ଗୁରୁମିତ ରାମ ରହିମ

Oct 2, 2024 - 12:39
 0  2
କାରାଗାରରୁ ବାହାରିଲେ  ଗୁରୁମିତ ରାମ ରହିମ

ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ କାରାଗାରରୁ ବାହାରିଲେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ,ସିଂ। ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ରାମରହିମଙ୍କୁ ୨୦ ଦିନ ପାଇଁ ମିଳିଛି ପାରୋଲ ।  ରାମ ରହୀମଙ୍କ ୨୦ଦିନିଆ ପାରୋଲ ଆବେଦନକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନୟବ ସିଂ ସାଇନି । ନିଜ ଦୁଇ ଶିଷ୍ୟଙ୍କୁ ବଳାତ୍କାର ଅଭିଯୋଗରେ ୨୦ବର୍ଷ କାରାଗର ଦଣ୍ଡ ଭୋଗୁଛନ୍ତି  ଗୁରୁମିତ ରାମ ରହୀମ  । 

What's Your Reaction?

like

dislike

love

funny

angry

sad

wow