ଆସିଲା ନୂଆ ଅବକାରୀ ନୀତି: ପୁରୀରେ ମିଳିବନି ମଦ
ବିରୋଧ ପରେ ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦେଖି ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ଓଡିଶା ସରକାର।ଏଣିକି ପୁରୀ ବେଳାଭୂମି ଏବଂ ପୁରୀ ପୌରାଞ୍ଚଳରେ ରେ ଖୋଲିବନି ମଦ ଦୋକାନ । ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନ ଅଞ୍ଚଳ ସହିତ ଧର୍ମାନୁଷ୍ଠାନର ୫କିମି ଭିତରେ ମଧ୍ଯ ମଦ ଦୋକାନ ଖୋଲିବ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ସରକାର ।
What's Your Reaction?