ସାବାଡ଼ ହେବେ ଠକ ଜମି ଦଲାଲ,ଜମି ପଟ୍ଟାରେ ଲାଗିବ କ୍ୟୁଆର କୋଡ୍
A new land patta system will be introduced through joint efforts of the Central and State Governments. The new land documents will feature electronic QR codes. By scanning the QR code, all land-related details can be accessed instantly. This initiative aims to prevent fraud in land transactions, according to Revenue Minister Suresh Pujari.
କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ନୂଆ ଜମି ପଟ୍ଟା। ଜମି ପଟ୍ଟାରେ ଲାଗିବ ଇଲୋକ୍ଟ୍ରୋନିକ ଯୁକ୍ତ କ୍ୟୁଆର କୋଡ୍। କ୍ୟୁଆର କୋଡ୍ ସ୍କାନ କଲେ ଆସିଯିବ ଜମି ପଟ୍ଟାର ସମସ୍ତ ବିବରଣୀ। ଏହାଦ୍ବାରା ଜମି କିଣାବିକାରେ ଆଉ ହୋଇପାରିବ ନାହିଁ ଠକେଇ ।ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
What's Your Reaction?