ବାଂଲାଦେଶକୁ ହରାଇ ଅଣ୍ଡର-୧୯ ମହିଳା ଏସିଆ କପ୍ ଜିତିଲା ଭାରତ

Dec 22, 2024 - 16:09
 0  4
ବାଂଲାଦେଶକୁ ହରାଇ ଅଣ୍ଡର-୧୯ ମହିଳା ଏସିଆ କପ୍ ଜିତିଲା ଭାରତ

 ବାଂଲାଦେଶକୁ ହରାଇ ୧୯ ବର୍ଷରୁ କମ ମହିଳା ଏସିଆ କପ୍ ଟ୍ରଫି ଜିତିଲା ଭାରତ । କ୍ବାଲାଲମପୁରର ବାୟୁମାସ ଓଭାଲରେ ଖେଳା ଯାଇଥିବା ଏହି ହାଇ ପ୍ରୋଫାଇଲ ମ୍ୟାଚରେ ଭାରତ, ବାଂଲାଦେଶକୁ ୪୧ ରନରେ ହରାଇ ହୋଇଛି ଚାମ୍ପିୟନ । ଭାରତ ପକ୍ଷରୁ ବାଂଲାଦେଶକୁ ଦିଆଯାଇଥିଲା ୧୧୮ ରନର ଲକ୍ଷ। ମାତ୍ର ୭୬ ରନରେ ଅଲଆଉଟ ହୋଇଯାଇଥିଲା ବାଂଲାଦେଶ  ଦଳ । ପ୍ରଥମ ଥର ପାଇଁ ମହିଳା ଏସିଆ କପ୍ ଆୟୋଜନ ହୋଇଥିବା ବେଳେ ଚାମ୍ପିୟନ ହୋଇ ଐତିହାସିକ ଉପଲବ୍ଧି ହାସଲ କରିଛି ଭାରତ  ।

What's Your Reaction?

like

dislike

love

funny

angry

sad

wow