ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପ୍ରବେଶିକା ପରୀକ୍ଷା ଫଳ

The results of the JEE Advanced entrance exam have been declared. The top 15 ranks are all secured by male candidates. The All India Rank 1 has been bagged by Rajit Gupta, a student from the IIT Delhi zone. Among female candidates, Debdatta Majhi from the IIT Kharagpur zone has emerged as the topper. She was also the topper in the JEE Main exam. The JEE Advanced exam was conducted on May 18. A total of 1,80,422 candidates appeared for both Paper 1 and Paper 2.

Jun 2, 2025 - 12:11
 0  16
ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପ୍ରବେଶିକା ପରୀକ୍ଷା ଫଳ

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପ୍ରବେଶିକା ପରୀକ୍ଷା ଫଳ । ଟପ୍‌ ୧୫ରେ ରହିଛନ୍ତି କେବଳ ଛାତ୍ର । ୧ ନମ୍ବର ରାଙ୍କରେ ରହିଛନ୍ତି ଆଇଆଇଟି ଦିଲ୍ଲୀ ଜୋନ୍‌ର ଛାତ୍ର ରଜିତ୍ ଗୁପ୍ତା । ସେହିପରି ଛାତ୍ରୀଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି ଆଇଆଇଟି ଖଡଗପୁର ଜୋନ୍‌ର ଛାତ୍ରୀ ଦେବଦତ୍ତା ମାଝୀ ।  ସେ ଜେଇଇ ମେନ୍‌ରେ ଦେଶରେ ହୋଇଥିଲେ ଟପ୍ପର  । ମେ ୧୮ ତାରିଖରେ ହୋଇଥିଲା ଜେଇଇ ଆଡଭାନ୍ସ ପରୀକ୍ଷା । ଉଭୟ ପେପର ୧ ଏବଂ ପେପର ୨ ପରୀକ୍ଷା ଦେଇଥିଲେ ୧ ଲକ୍ଷ ୮୦ ହଜାର ୪୨୨ ଛାତ୍ରଛାତ୍ରୀ।

What's Your Reaction?

like

dislike

love

funny

angry

sad

wow