ବ୍ରହ୍ମପୁର ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ
Vigilance officials have conducted a raid at the residence of Dillip Choudhury, Assistant Executive Engineer of the Public Works Department (PWD) in Brahmapur. The raids are ongoing at four of his known locations—Dharamnagar in Brahmapur, Mayuri Vihar, and his office in Brahmapur. Meanwhile, his house in Bhubaneswar is found locked. The raids are being conducted based on allegations of possession of disproportionate assets. Vigilance officials are raiding three locations in Brahmapur and one in Bhubaneswar. These include a flat in Spectrum Royal Apartment in Dharamnagar, a two-storied house in Mayuri Vihar, his office, and a unit in Evos Apartment in Sahid Nagar, Bhubaneswar. It is noteworthy that Dillip Choudhury retired from service today.

ବ୍ରହ୍ମପୁର ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ ଚୌଧୁରୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ତାଙ୍କର ଏକକାଳୀନ ୪ଟି ଠିକଣା ବ୍ରହ୍ମପୁର ଧର୍ମନଗର, ମୟୂରୀ ବିହାର ଓ ବ୍ରହ୍ମପୁରସ୍ଥିତ କାର୍ଯ୍ୟାଳୟରେ ଚାଲିଛି ଚଢାଉ । ଏପଟେ ବାବୁଙ୍କ ଭୁବନେଶ୍ବର ଘରେ ପଡିଛି ତାଲା । ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁରର ତିନିଟି ଓ ଭୁବନେଶ୍ବରର ଗୋଟିଏ ସ୍ଥାନରେ କରାଯାଉଛି ଚଢାଉ । ବ୍ରହ୍ମପୁର ଧର୍ମନଗର ସ୍ପେକ୍ଟ୍ରମ୍ ରୋୟାଲ ଆପାର୍ଟମେଣ୍ଟ ସ୍ଥିତ ଫ୍ଲାଟ, ମୟୂରୀବିହାରରେ ଥିବା ଦୁଇ ମହଲା କୋଠା, ଅଫିସ୍ ଓ ଭୁବନେଶ୍ବର ସହିଦ ନଗରରେ ଥିବା ଇଭୋସ୍ ପାର୍ଟମେଣ୍ଟରେ ରେଡ୍ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ଆଜି ଚାକିରିରୁ ଅବସର ନେଇଥାନ୍ତେ ଦିଲୀପ ଚୌଧୁରୀ ।
What's Your Reaction?






