ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାଭିସ୍

Dec 4, 2024 - 12:19
 0  2
ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାଭିସ୍

ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ। ମହାରାଷ୍ଟ୍ର ଭାଜପା ବିଧାୟକ ଦଳ ବୈଠକରେ ଫଡନବୀସଙ୍କ ନାଁରେ ବାଜିଛି ମୋହର ।ଆସନ୍ତା ୫ ତାରିଖରେ ସେ ମହାରାଷ୍ଟ୍ରର ଆଜାଦ ମୈଦାନରେ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ ।ସେହିପରି ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ଏନସିପିର ଅଜିତ ପାୱାରଙ୍କ ସହ ଉପମୁଖ୍ୟମନ୍ତ୍ରୀ ହେବାର ରହିଛି ସମ୍ଭାବନା ।

What's Your Reaction?

like

dislike

love

funny

angry

sad

wow