ରଜୌରୀ ସେନା କ୍ଯାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ

Jul 22, 2024 - 12:39
 0  3
ରଜୌରୀ ସେନା କ୍ଯାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ

ଜାମ୍ମୁ-କାଶ୍ମୀରର ରଜୌରୀ ସେନା କ୍ଯାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ଉଦ୍ଯମ । ସେନା କ୍ଯାମ୍ପରେ ବଡ଼ଧରଣର ଆକ୍ରମଣ କରିବାକୁ ଯୋଜନା କରିଥିଲେ ଆତଙ୍କବାଦୀ । ଭୋର ପ୍ରାୟ ୪ଟା ସମୟରେ ସିକ୍ଯୁରିଟି ପୋଷ୍ଟ ଉପରକୁ ଚଳାଇଥିଲେ ଗୁଳି । ଭାରତୀୟ ସେନାର ଦୃଢ ଜବାବରେ ବିଫଳ ହୋଇଛି ଆତଙ୍କବାଦୀଙ୍କ ବଡ଼ ଆକ୍ରମଣ ଯୋଜନା  । ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ଯରେ ଗୁଳିବିନିମୟ ଜାରି ରହିଥିବାବେଳେ ଜଣେ ଯବାନ ଆହତ ହୋଇଥିବା ମିଳିଛି ସୂଚନା । 

What's Your Reaction?

like

dislike

love

funny

angry

sad

wow