ମଦ ନୀତି ମାମଲାରେ କେଜରିୱାଲ ଓ ସିସୋଦିଆ ନିର୍ଦ୍ଦୋଷରେ ଖଲାସ

Feb 27, 2026 - 12:34
 0  1
ମଦ ନୀତି ମାମଲାରେ କେଜରିୱାଲ ଓ ସିସୋଦିଆ ନିର୍ଦ୍ଦୋଷରେ ଖଲାସ

ବହୁ ଚର୍ଚ୍ଚିତ ଦିଲ୍ଲୀ ମଦ ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ରାଉଜ୍ ଆଭେନ୍ୟୁ ଅଦାଲତ। ଅଦାଲତ ନିଜ ରାୟରେ କହିଛନ୍ତି ଯେ ,ଅଭିଯୋଗ ପ୍ରମାଣିତ କରିବାରେ ବିଫଳ ହୋଇଛି ସିବିଆଇ।ମନୀଷ ସିସୋଦିଆ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ମିଳିଥିବା ପ୍ରମାଣ ସେମାନଙ୍କ ବିରୁଦ୍ଧରେ ଅଭିଯୋଗକୁ ପ୍ରମାଣିତ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ, ତେଣୁ ସେମାନଙ୍କୁ ନିର୍ଦ୍ଦୋଷରେ କରାଯାଇଛି ଖଲାସ ।ଉଭୟଙ୍କୁ ଅଦାଲତରୁ  ମିଳିଛି କ୍ଲିନ୍ ଚିଟ୍ ।



What's Your Reaction?

like

dislike

love

funny

angry

sad

wow