ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ

The Election Commission has announced the date for the Vice Presidential election. Voting will be held on September 9. The official notification will be released on August 7. Last date for filing nominations: August 21 Last date for withdrawal of nominations: August 25 After the resignation of Jagdeep Dhankhar, the Vice President post has remained vacant. There is now widespread speculation about who will occupy the post next.

ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ

ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ ।ସେପ୍ଟେମ୍ୱର ୯ରେ ହେବ ଉପ-ରାଷ୍ଟ୍ରପତି ନିର୍ବାଚନ । ଏଥିପାଇଁ ଆସନ୍ତା ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ନାମାଙ୍କନର ଶେଷ ତାରିଖ ଅଗଷ୍ଟ ୨୧ ରହିଥିବାବେଳେ ଅଗଷ୍ଟ ୨୫ ତାରିଖ ରହିଛି ନାମାଙ୍କନ ପ୍ରତ୍ୟାହାରର ଶେଷଦିନ। ତେବେ ଜଗଦୀପ ଧନଖଡଙ୍କ ଇସ୍ତଫା ପରଠାରୁ  ଖାଲି ପଡ଼ିଛି ଉପରାଷ୍ଟ୍ରପତି ପଦବୀ। ସେବେଠାରୁ  ଏହି ପଦବୀରେ କିଏ ରହିବେ ,ସେନେଇ ଜାରି ରହିଛି ଅନେକ କଳ୍ପନା ଜଳ୍ପନା।