ବାବା ସିଦ୍ଦିକି ହତ୍ୟା ମାମଲା: ମାଷ୍ଟର ମାଇଣ୍ଡ ଗିରଫ
![ବାବା ସିଦ୍ଦିକି ହତ୍ୟା ମାମଲା: ମାଷ୍ଟର ମାଇଣ୍ଡ ଗିରଫ](https://kalingascroll.in/uploads/images/202411/image_870x_6731e596d49cd.jpg)
ବହୁ ଚର୍ଚ୍ଚିତ ବାବା ସିଦ୍ଦିକି ହତ୍ୟା ମାମଲାରେ ଶିବ କୁମାର ଗୌତମ ନାମକ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି ମୁମ୍ବାଇ ପୁଲିସ ଓ ଉତରପ୍ରଦେଶ ଏସଟିଏଫର ମିଳିତ ଦଳ। ନେପାଳକୁ ଫେରାରହେବା ସମୟରେ ଶିବ ଗୌତମକୁ ଗିରଫ କରାଯାଇଥିବା ମିଳିଛି ସୂଚନା । ଏଥିସହ ଫେରାର ପାଇଁ ସାହାଯ୍ୟ କରୁଥିବା ଅନ୍ୟ ୪ଜଣଙ୍କୁ ମଧ୍ୟ ଗିରଫ କରିଛି ପୁଲିସ ।ସୂଚନା ଅନୁସାରେ ଗିରଫ ମାଷ୍ଟର ମାଇଣ୍ଡ ହେଉଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ତଥା ଅନ୍ୟତମ ଗ୍ୟାଙ୍ଗଷ୍ଟର ଅନମୋଲର ମୁଖ୍ୟ ସହଯୋଗୀ । ତେବେ କେମିତି ଏହି ମାଷ୍ଟରମାଇଣ୍ଡ ହତ୍ୟାକାଣ୍ଡ କରିଥିଲା ଏନେଇ ବିସ୍ତୁତ ସୂଚନା ଦେଇଛି ପୁଲିସ ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)