ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍

Sep 17, 2024 - 17:07
 0  2
ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍

ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଲେ ସର୍ବୋଚ୍ଚ ଅଦାଲତ । ଅକ୍ଟୋବର ପର୍ଯ୍ୟନ୍ତ ଲାଗୁ ହେବ ଏହି ରୋକ । ତେବେ ସାର୍ବଜନୀନ ସ୍ଥାନ ଜବରଦଖଲ ହଟାଇବା ଲାଗି ହୋଇପାରିବ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ।  ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରାଜ୍ୟ ମାନଙ୍କୁ ନିର୍ଦ୍ଦେଶ ଦେଇ ଅଦାଲତ କହିଛନ୍ତି ଯେ, ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନ୍ୟାୟ ପନ୍ଥାର ମହିମା ମଣ୍ଡନ କରିବା ବନ୍ଦ ହେବା ଦରକାର। କେବଳ ଆଇନ ଅନୁଯାୟୀ ଜବରଦଖଲ ହଟାଇବା ଉଚିତ।

What's Your Reaction?

like

dislike

love

funny

angry

sad

wow