ମୂଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜରିୱାଲ

Sep 17, 2024 - 17:06
 0  1
ମୂଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜରିୱାଲ

ମୂଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜରିୱାଲ । ସେ ଏଲଜିଙ୍କୁ ପଠାଇଚନ୍ତି ନିଜ ଇସ୍ତଫା  ପତ୍ର ।ତାଙ୍କ ପରେ ଅତିଶୀ ନେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ।  ମଙ୍ଗଳବାର ଆମ ଆଦମୀ ପାର୍ଟି ର ବିଧାନସଭା ଦଳର ବୈଠକରେ ଅତିଶୀଙ୍କ ନାମ କରାଯାଇଥିଲା ଅନୁମୋଦନ । ତାଙ୍କ ନାମ ଅରବିନ୍ଦ କେଜରିୱାଲ ନିଜେ ବିଧାୟକ ଦଳ ବୈଠକରେ ଦେଇଥିଲେ ପ୍ରସ୍ତାବ , ଯେଉଁଥିରେ ଏକମତ ହୋଇଥିଲେ ସମସ୍ତ ସଦସ୍ୟ

What's Your Reaction?

like

dislike

love

funny

angry

sad

wow