ବାୟୁ ପ୍ରଦୂଷଣରେ ରେକର୍ଡ ଭାଙ୍ଗିଲା ଓଡ଼ିଶା
Odisha has broken records in air pollution. For two consecutive days, Talcher and Angul have been the most polluted cities in the country. As of 8 a.m. today, four cities from Odisha are among the top five cities with an Air Quality Index (AQI) above 300. Talcher has become the most polluted city in India with an AQI of 355, Angul stands second with an AQI of 328, while Baripada is the third most polluted city with an AQI of 322. Similarly, Bhubaneswar has recorded an AQI of 303.
ବାୟୁ ପ୍ରଦୂଷଣରେ ରେକର୍ଡ ଭାଙ୍ଗିଲା ଓଡ଼ିଶା । ଲଗାତର ଦୁଇ ଦିନ ହେଲା ଦେଶର ସବୁଠୁ ପ୍ରଦୂଷିତ ଦୁଇ ସହର ହେଉଛି ତାଳଚେର ଓ ଅନୁଗୁଳ । ଆଜି ସକାଳ ୮ଟା ସୁଦ୍ଧା ୩୦୦ରୁ ଅଧିକ ବାୟୁ ମାନ ସୂଚକାଙ୍କ ସହ ୫ ସହର ମଧ୍ୟରେ ରହିଛନ୍ତି ଓଡ଼ିଶାର ୪ ସହର । ୩୫୫ ବାୟୁ ମାନ ସୂଚକାଙ୍କ ସହ ତାଳଚେର ଦେଶର ସବୁଠୁ ପ୍ରଦୂଷିତ ସହର ହୋଇଥିବା ବେଳେ ୩୨୮ ବାୟୁ ମାନ ସୂଚକାଙ୍କ ସହ ଅନୁଗୁଳ ଦ୍ୱିତୀୟ ଏବଂ ୩୨୨ ବାୟୁ ମାନ ସୂଚକାଙ୍କ ସହ ଦେଶର ତୃତୀୟ ପ୍ରଦୂଷିତ ସହର ରହିଛି ବାରିପଦା । ସେହିପରି ଭୁବନେଶ୍ଵରରେ ବାୟୁ ମାନ ସୂଚକାଙ୍କ ରହିଛି ୩୦୩ ।
What's Your Reaction?