ପୁଣି ଜୀବନ ନେଲା ‘ଆମ ବସ୍’
Once again, an ‘Ama Bus’ has claimed a life. Today at Rupali Square in Bhubaneswar, a speeding ‘Ama Bus’ collided with an auto-rickshaw. As a result, one person died on the spot, while another sustained critical injuries. The accident was so severe that the auto was completely crushed after being hit by the bus. Tension and chaos prevailed at the accident site.
ପୁଣି ଜୀବନ ନେଲା ‘ଆମ ବସ୍’ ।ଆଜି ଭୁବନେଶ୍ୱରର ରୁପାଲି ଛକରେ ଏକ ଅଟୋକୁ ଦ୍ରୁତଗାମୀ ‘ଆମ ବସ୍’ ଦେଇଥିଲା ଧକ୍କା । ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ହୋଇଛନ୍ତି ଗୁରୁତର ଆହତ । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବସ୍ ମାଡ଼ରେ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛି ଅଟୋ । ଘଟଣାସ୍ଥଳରେ ଦେଖାଯାଇଛି ଚାପା ଉତ୍ତେଜନା ।
What's Your Reaction?