ଭରତପୁର ଥାନାର ୫ ଜଣ ଅଧିକାରୀ ନିଲମ୍ବିତ

Sep 18, 2024 - 11:45
 0  1
ଭରତପୁର ଥାନାର ୫ ଜଣ ଅଧିକାରୀ  ନିଲମ୍ବିତ

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଆକ୍ରମଣ ଘଟଣାରେ ନିଆଯାଇଛି ବଡ କାର୍ଯ୍ୟାନୁଷ୍ଠାନ । ବଦଳି ପରେ ନିଲମ୍ବିତ ହୋଇଛନ୍ତି ଭରତପୁର ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ।  ପୋଲିସ ଡ଼ିଜି ୱାଇ.ବି. ଖୁରାନିଆ ଆଇଆଇସିଙ୍କୁ କରିଛନ୍ତି ନିଲମ୍ବିତ । ସେହିଭଳି ଏସ୍‌ଆଇ ବିଳାସିନୀ ପଣ୍ଡା, ଏଏସ୍‌ଆଇ ସଲୀଳମୟୀ ସାହୁ ଓ ସାଗରିକା ରଥ ଏବଂ କନେଷ୍ଟବଳ ବଳରାମ ହାଂସଦାକୁ ମଧ୍ୟ ନିଲମ୍ବିତ କରିଛନ୍ତି ପୋଲିସ ଡ଼ିଜି ।

What's Your Reaction?

like

dislike

love

funny

angry

sad

wow