ମାହାଙ୍ଗା ବ୍ଲକ୍ର ସବୁ କର୍ମଚାରୀଙ୍କର ଦରମା ବନ୍ଦ
Salaries of all employees of Mahanga block in Cuttack district have been stopped for not attending the office even after cancellation of leave. On the 26th, due to flood risk, an emergency was declared, and all employees were instructed to stay in the block office. However, the employees did not remain present in the block. During a public hearing, it was found that biometric attendance scanners were not implemented, as instructed by the District Collector. Due to these violations, action has been taken. As per the Collector's recommendation, the District Development Officer has ordered to stop the salaries of all employees.
ଛୁଟି ବାତିଲ ପରେ ବି କାର୍ଯ୍ୟାଳୟକୁ ନଆସିବାରୁ କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ର ସବୁ କର୍ମଚାରୀଙ୍କର ଦରମା ହେଲା ବନ୍ଦ। ଗତ ୨୬ ତାରିଖରେ ପାଗର ପ୍ରତିକୂଳତା ହେତୁ ଜରୁରୀକାଳୀନ ଘୋଷଣା କରି ସମସ୍ତ କର୍ମଚାରୀଙ୍କୁ ବ୍ଲକରେ ରହିବା ପାଇଁ ଦିଆଯାଇଥିଲା ନିର୍ଦ୍ଦେଶ । ସେଦିନ କର୍ମଚାରୀମାନେ ବ୍ଲକରେ ଉପସ୍ଥିତ ନ ରହିବା ଏବଂ ଏକ ଜନଶୁଣାଣି ବେଳେ ଜିଲ୍ଲାପାଳ ଏହି ବ୍ଲକରେ ସମସ୍ତ କର୍ମଚାରୀଙ୍କ ଉପସ୍ଥାନ ପାଇଁ ବାଓମେଟ୍ରିକ କ୍ୟାନର ଲଗାଇବାର ନିର୍ଦ୍ଦେଶକୁ ଲାଗୁ ନ କରିବା ଅଭିଯୋଗରେ ନିଆଯାଇଛି ଏହି ପଦକ୍ଷେପ। ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଉନ୍ନୟନ ଅଧିକାରୀ ।
Jangyaseni Parida