ରାଜ୍ୟରେ ଆଉ ରହିବେନି ଭୂମିହୀନ

The Tehsildar will search and provide land pattas to the landless. On the occasion of Shaheed Diwas celebrated at the Shaheed Minar in Papadahandi, Nabarangpur district, Revenue Minister Suresh Pujari made this announcement. By next August, the Revenue Department will identify all landless people in the district and provide them with pattas. Not only poor landless families, but even schools will be allotted land pattas. The Tehsildar will personally hand over the pattas to the school headmasters.

Aug 25, 2025 - 12:47
 0  17
ରାଜ୍ୟରେ ଆଉ ରହିବେନି ଭୂମିହୀନ

ରାଜ୍ୟରେ ଆଉ ରହିବେନି ଭୂମିହୀନ। ଭୂମିହୀନଙ୍କୁ ଖୋଜି ଖୋଜି ପଟ୍ଟା ଦେବେ ତହସିଲଦାର। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ସହିଦ ମିନାର ଠାରେ ସହିଦ ଦିବସ ପାଳନ ଅବସରରେ ଏହି ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରି। ଆସନ୍ତାବର୍ଷ ଅଗଷ୍ଟ ସୁଦ୍ଧା ଜିଲ୍ଲାର ଜମିହୀନଙ୍କୁ ଖୋଜି ପଟ୍ଟା ଯୋଗାଇ ଦେବେ ରାଜସ୍ୱ ବିଭାଗ ।ଖାଲି ଗରିବ ଭୂମିହୀନ ନୁହେଁ ବିଦ୍ୟାଳୟଗୁଡିକୁ ମଧ୍ୟ ଯୋଗାଇ ଦିଆଯିବ ଜମି ପଟ୍ଟା । ବିଦ୍ୟାଳୟକୁ ଯାଇ ପ୍ରଧାନ ଶିକ୍ଷକଙ୍କୁ ପଟ୍ଟା ଦେବେ ତହସିଲଦାର ।

What's Your Reaction?

like

dislike

love

funny

angry

sad

wow