ଶେଷ ଯୋଗ୍ୟ ହିତାଧିକାରୀ ପର୍ଯ୍ୟନ୍ତ ଟଙ୍କା ମିଳିବ, ତ୍ରୁଟି ଥିଲେ ଯିବ ଫୋନ୍ କଲ୍ : ପ୍ରଭାତୀ ପରିଡ଼ା

Oct 12, 2024 - 16:18
 0  2
ଶେଷ ଯୋଗ୍ୟ ହିତାଧିକାରୀ ପର୍ଯ୍ୟନ୍ତ ଟଙ୍କା ମିଳିବ, ତ୍ରୁଟି ଥିଲେ ଯିବ ଫୋନ୍ କଲ୍ : ପ୍ରଭାତୀ ପରିଡ଼ା

ସୁଭଦ୍ରା ଯୋଜନା ପାଇଁ କରିଥିବା ଆବେଦନରେ ତ୍ରୁଟି ଥିଲେ ଯିବ ଫୋନ୍ କଲ୍ । ବ୍ଲକ ସ୍ତରରେ ଯାଞ୍ଚ କରାଯିବା ସହ ଘରକୁ ଯିବେ ଅଙ୍ଗନବାଡି କର୍ମୀ । ଯେଉଁମାନେ ଯୋଗ୍ୟ କିନ୍ତୁ ଏଯାଏଁ ସୁଭଦ୍ରା ଟଙ୍କା ପାଇନାହାନ୍ତି, ସେମାନଙ୍କ ଦ୍ୱନ୍ଦ ଦୂର କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ଶେଷ ଯୋଗ୍ୟ ହିତାଧିକାରୀ ପର୍ଯ୍ୟନ୍ତ ମିଳିବ ଟଙ୍କା  । ପ୍ରଥମ କିସ୍ତିର ତୃତୀୟ ପର୍ୟ୍ୟାୟ ଟଙ୍କା କେବେ ମିଳିବ, ତାହା ବି ଠିକଣା ସମୟରେ ଘୋଷଣା ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

What's Your Reaction?

like

dislike

love

funny

angry

sad

wow