ଦଶ ପ୍ରତିଶତ କର୍ମଚାରୀଙ୍କୁ  ଛଟେଇ କରିବ ବୋଇଙ୍ଗ

Oct 12, 2024 - 16:19
 0  2
ଦଶ ପ୍ରତିଶତ କର୍ମଚାରୀଙ୍କୁ  ଛଟେଇ କରିବ ବୋଇଙ୍ଗ

ଦଶ ପ୍ରତିଶତ କର୍ମଚାରୀଙ୍କୁ  ଛଟେଇ କରିବାକୁ ଯୋଜନା କରିଛି ବୋଇଙ୍ଗ । ଯେଉଁଥିରେ ପ୍ରାୟ ୧୭,୦୦୦ କର୍ମଚାରୀଙ୍କୁ କମ୍ପାନୀରୁ କରାଯିବ ଛଟେଇ । ସିଆଟେଲ ଅଞ୍ଚଳରେ ହୋଇଥିବା ଧର୍ମଘଟକୁ ଦୃଷ୍ଟିରେ ରଖି ବହୁ କ୍ଷତି ସହିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କହିଛି କମ୍ପାନୀ ।ଏନେଇ କମ୍ପାନୀ ସିଇଓ କେଲି ଅର୍ଟବର୍ଗ  କର୍ମଚାରୀଙ୍କୁ ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ୨୦୨୭ରେ ବ୍ୟବସାୟିକ ୭୬୭ ମାଲବାହୀ ବିମାନ ଉତ୍ପାଦନ ବନ୍ଦ କରିବ ବୋଇଙ୍ଗ । କାରଣ ଦିନକୁ ଦିନ ଅନେକ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଏହି ବିମାନ ଚଳାଚଳ କମ୍ପାନୀ ,  ଯାହାକୁ ସଂଶୋଧନ କରିବା ପାଇଁ ସଜାଡ଼ିବାକୁ ପଡିବ କର୍ମଚାରୀ ସ୍ତରକୁ ।

What's Your Reaction?

like

dislike

love

funny

angry

sad

wow