ଆଜି ବିଜୟା ଦଶମୀ

Oct 13, 2024 - 12:38
 0  2
ଆଜି ବିଜୟା ଦଶମୀ

ଆଜି ଦୁର୍ଗତୀନାଶିନୀ ମାଆ ଦୁର୍ଗାଙ୍କ ଦଶହରା ବା ବିଜୟା ଦଶମୀ ।ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ ।ଏଥିପାଇଁ ପାରମ୍ପରିକ ରୀତିନୀତିରେ ଚାଲିଛି ମା’ଙ୍କ ପୂଜା।ପୂଜା ମଣ୍ଡପରେ ମାଆଙ୍କୁ ଦର୍ଶନ କରିବା ପାଇଁ ମାନସିକଧାରୀ ଏବଂ ଶ୍ରଦ୍ଧାଳୁଙ୍କ ଲାଗିଛି ଗହଳି  । ସକାଳୁ ଚାଲିଛି ପୂଜାର୍ଚ୍ଚନା । ଆଜି ବିଜୟାଦଶମୀ ପରେ ଧରାପୃଷ୍ଠରୁ ମେଲାଣି ନେବେ ମା ଜଗଦମ୍ବା ।

What's Your Reaction?

like

dislike

love

funny

angry

sad

wow