ମହଙ୍ଗା ହେଲା ମେଟ୍ରୋ ଯାତ୍ରା
After almost eight years, the Delhi Metro Rail Corporation (DMRC) has revised its fares. The new fares have been implemented from today, i.e., 25th August. Passengers traveling in Delhi Metro will now pay higher fares. On regular metro lines, fares have been increased by ₹1 to ₹4, while on the Airport Express Line, the increase ranges from ₹1 to ₹5. After the revision, the minimum fare is fixed at ₹11 and the maximum fare at ₹64.
ମହଙ୍ଗା ହେବ ମେଟ୍ରୋ ଯାତ୍ରା । ଦୀର୍ଘ ସମୟ ବା ପ୍ରାୟ ଆଠ ବର୍ଷ ପରେ ପୁଣି ଥରେ ଭଡ଼ା ବୃଦ୍ଧି କରିଛି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ। ଏହା ଆଜି ଅର୍ଥାତ ୨୫ ଅଗଷ୍ଟରୁ ହୋଇଛି ଲାଗୁ । ଆଜିଠାରୁ ଅଧିକ ଭଡ଼ା ଦେବେ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀ । ମେଟ୍ରୋ ଲାଇନରେ ଯାତ୍ରୀ ଭଡା ୧ଟଙ୍କାରୁ ୪ଟଙ୍କାକୁ ହୋଇଛି ବୃଦ୍ଧି , ଯେତେବେଳେ ବିମାନବନ୍ଦର ଏକ୍ସପ୍ରେସ ଲାଇନରେ ଏହି ବୃଦ୍ଧି ୧ ଟଙ୍କାରୁ ୫ଟଙ୍କା ମଧ୍ୟରେ ରହିଛି । ଭଡା ସଂଶୋଧନ ପରେ ଦିଲ୍ଲୀ ମେଟ୍ରୋର ସର୍ବନିମ୍ନ ଭଡା ବର୍ତ୍ତମାନ ୧୧ଟଙ୍କା ଏବଂ ସର୍ବାଧିକ ଭଡା ୬୪ଟଙ୍କା କରାଯାଇଛି ସ୍ଥିର ।
What's Your Reaction?