ସୁବର୍ଣ୍ଣରେଖା ଓ ବୈତରଣୀ ନଦୀରେ ବନ୍ୟା ସ୍ଥିତି , ୨୯ ତାରିଖ ଯାଏ ହେବ ଅଧିକ ବର୍ଷା
The Subarnarekha and Baitarani rivers are overflowing. Due to the rise in water levels of both rivers, a flood situation has been created. Many villages in Keonjhar, Balasore, and Bhadrak districts are surrounded by water. Continuous rainfall has also caused waterlogging in several areas of Rourkela. According to the Meteorological Department, another low-pressure area is likely to form over the Bay of Bengal near the Odisha coast within the next 48 hours. Under its influence, heavy rainfall is expected across the state till the 29th.
ଉଛୁଳୁଛି ସୁବର୍ଣ୍ଣରେଖା ଓ ବୈତରଣୀ ନଦୀ। ଦୁଇ ନଦୀର ଜଳସ୍ତର ବଢ଼ିବା ଯୋଗୁ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି । ପାଣି ଘେରରେ ରହିଛି କେନ୍ଦୁଝର, ବାଲେଶ୍ୱର, ଭଦ୍ରକର ଅନେକ ଗାଁ। ଲଗାଣ ବର୍ଷାରେ ରାଉରକେଲାର ବହୁ ସ୍ଥାନରେ ମଧ୍ଯ ଉପୁଜିଛି ଜଳବନ୍ଦୀ ସ୍ଥିତି। ଆସନ୍ତା ୪୮ ଘଣ୍ଟାରେ ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ସୃଷ୍ଠି ହେବ ଆଉ ଏକ ଲଘୁଚାପ। ପ୍ରଭାବରେ ୨୯ ତାରିଖ ଯାଏ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
What's Your Reaction?