ଥଣ୍ଡାରୁ ମିଳିବ ଆଶ୍ୱସ୍ତି, ୨ରୁ ୪ଡିଗ୍ରୀ ବଢ଼ିଯିବ ତାପମାତ୍ରା

Jan 22, 2025 - 14:24
 0  2
ଥଣ୍ଡାରୁ ମିଳିବ ଆଶ୍ୱସ୍ତି, ୨ରୁ ୪ଡିଗ୍ରୀ ବଢ଼ିଯିବ ତାପମାତ୍ରା

ଥଣ୍ଡାରୁ ମିଳିବ ଆଶ୍ୱସ୍ତି । ଆଜି ରାତିରୁ ୨ରୁ ୪ଡିଗ୍ରୀ ବଢ଼ିଯିବ ତାପମାତ୍ରା । ଫଳରେ କମିବ ଥଣ୍ଡା  । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ଥଣ୍ଡା କମିବା ସହ ରହିବ  ଘନ କୁହୁଡ଼ି । ଦୁଇ ଦିନ ରାଜ୍ୟରେ ଘନ କୁହୁଡ଼ି ଦେଖାଯିବାର ରହିଛି ସମ୍ଭାବନା  ।

What's Your Reaction?

like

dislike

love

funny

angry

sad

wow