ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ,

Sep 8, 2024 - 11:32
 0  6
ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ,

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ। ଗୋପାଳପୁରଠାରୁ ପୂର୍ବ ଓ ଦକ୍ଷିଣ ପୂର୍ବ ଦିଗରେ ୨୬୦ କିମି, ପାରାଦୀପଠୁ ୨୯୦କିମି ଏବଂ ଦୀଘା ଠାରୁ ୪୧୦ କିମି ଦୂରରେ ରହିଛି କେନ୍ଦ୍ରୀଭୂତ। ଏହା ଘନୀଭୂତ ହୋଇ ଉତ୍ତରପଶ୍ଚିମ ଦିଗକୁ ଗତି କରି ମୁହାଁଇବ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ । ଆସନ୍ତା ୨୪ ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହେବାର ରହିଛି ସମ୍ଭାବନା। ଗଭୀର ଅବପାତଟି ଓଡ଼ିଶା ଓ ପଶ୍ଚିମବଙ୍ଗ କରିବ ଅତିକ୍ରମ। ଏହା ପ୍ରଭାବରେ ୧୧ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। 

What's Your Reaction?

like

dislike

love

funny

angry

sad

wow