ଯନ୍ତ୍ରୀଙ୍କୁ ପରିସ୍ରା ପିଆଇବା ଘଟଣା:ଆର୍ଡବ୍ଲୁ ଏସଏସ୍ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ପରୀକ୍ଷା ହେବ ପରିସ୍ରା ନମୁନା
In a shocking incident, a Rural Water Supply and Sanitation (RWSS) engineer was allegedly forced to drink urine instead of water. The incident occurred at the RWSS office in Mohana. Engineer Sachin Gouda filed a police complaint against peon Shiva Nayak, alleging that the peon gave him a bottle of urine instead of water. Following this, urine sample tests will be conducted for all employees of the RWSS office. The accused peon, Shiva Narayan, was released on 41 bond after being detained. After investigation, action has been initiated, according to SDPO R. Udayagiri, Suresh Kumar Tripathy. Reportedly, the engineer mistook the urine for water and drank it.
ଗଜପତି ଜିଲା ଆର୍.ଉଦୟଗିରି ମୋହନାସ୍ଥିତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇବା ମାମଲାରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ପରୀକ୍ଷା ହେବ ପରିସ୍ରା ନମୁନା। ପିଅନ ଶିବ ନାୟକ ପାଣି ବୋତଲରେ ପରିସ୍ରା ଦେଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ଯନ୍ତ୍ରୀ ସଚିନ ଗୌଡ଼ ।ଅଟକ ପିଅନ ଶିବ ନାରାୟଣଙ୍କୁ ୪୧ ବଣ୍ଡରେ ଛାଡିଛି ପୋଲିସ । ଅଭିଯୋଗର ତଦନ୍ତ ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ଆର. ଉଦୟଗିରି SDPO ସୁରେଶ କୁମାର ତ୍ରିପାଠୀ। ସୂଚନା ଥାଉକି, ଯନ୍ତ୍ରୀଙ୍କୁ ପାଣି ବଦଳରେ ପରିସ୍ରା ଦେଇଥିଲେ ପିଅନ। ଏହାକୁ ପାଣି ଭାବି ପିଇଦେଇଥିଲେ ଯନ୍ତ୍ରୀ।
What's Your Reaction?