ଭାରତ ସମେତ ୯୬ ଦେଶ ଉପରୁ ଟଳିଲା ଶୁଳ୍କ ବିପଦ

???????? The U.S. has postponed the 25% tariff on India for 7 days. As a result, the tariff that was supposed to take effect from today will now be implemented from August 7. This has brought relief to India and 96 other countries. U.S. President Donald Trump had imposed: 25% tariff on India, 19% on Pakistan, 20% on Bangladesh, 15% on Afghanistan. However, Canada faces the highest tariff of 35%. Trump stated that this new tariff will give economic power to America and create trade balance.

Aug 1, 2025 - 12:20
 0  24
ଭାରତ ସମେତ ୯୬ ଦେଶ ଉପରୁ ଟଳିଲା ଶୁଳ୍କ ବିପଦ

ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କକୁ ୭ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିଲା ଆମେରିକା ।ଫଳରେ ଆଜି ଠାରୁ ଲାଗୁ ହେବାକୁ ଥିବା ଶୁଳ୍କ  ଅଗଷ୍ଟ ୭ ତାରିଖରୁ ହେବ ଲାଗୁ। ଏଥିରେ ଭାରତ ସହିତ ୯୬ ଦେଶଙ୍କୁ ମିଳିଛି ଆଶ୍ୱସ୍ତି। ଭାରତ ଉପରେ ୨୫ ପ୍ରତିଶତ, ପାକିସ୍ତାନ ଉପରେ ୧୯ ପ୍ରତିଶତ, ବାଂଲାଦେଶ ଉପରେ ୨୦ ପ୍ରତିଶତ ଏବଂ ଆଫଗାନିସ୍ତାନ ଉପରେ ୧୫ ପ୍ରତିଶତ ଶୁଳ୍କ ଲଗାଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ହେଲେ କାନାଡା ଉପରେ ଲାଗିଛି ସର୍ବାଧିକ ୩୫ ପ୍ରତିଶତ ଶୁଳ୍କ ।ଏନେଇ ଟ୍ରମ୍ପ କହିଛନ୍ତି ଯେ,  ଆମେରିକାକୁ ଆର୍ଥିକ ଶକ୍ତି ଦେବା ସହ ବାଣିଜ୍ୟ ସନ୍ତୁଳନ ମଧ୍ୟ ସୃଷ୍ଟି କରିବ ଏହି ନୂତନ ଶୁଳ୍କ।

What's Your Reaction?

like

dislike

love

funny

angry

sad

wow