ଆମେରିକାର ଘୋଷଣା, ଭାରତ ଉପରେ ଲାଗିବ ୨୫ ପ୍ରତିଶତ ଶୁଳ୍କ

Former U.S. President Donald Trump has made a major statement regarding imposing tariffs on India. He indicated that a 20 to 25 percent tariff could be applied to Indian goods, although no final decision has yet been made. This remark comes amid the sixth round of trade talks between India and the United States. Trump’s comments suggest that if such a tariff is imposed, several sectors in India could be significantly affected.

Jul 30, 2025 - 18:42
 0  28
ଆମେରିକାର ଘୋଷଣା, ଭାରତ ଉପରେ ଲାଗିବ ୨୫ ପ୍ରତିଶତ  ଶୁଳ୍କ

ଭାରତ ଉପରେ ଶୁଳ୍କ ଲାଗୁ କରିବା ନେଇ ଏକ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ଉପରେ ୨୦ ରୁ ୨୫ ପ୍ରତିଶତ ଶୁଳ୍କ  ଲାଗୁ ହୋଇପାରେ ବୋଲି ସେ କରିଛନ୍ତି ସୂଚିତ। ମାତ୍ର ଏନେଇ ହୋଇନାହିଁ କୌଣସି ନିଷ୍ପତ୍ତି । ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ କାରବାରକୁ ନେଇ ଷଷ୍ଠ ଗସ୍ତର ଚର୍ଚ୍ଚା ଚାଲିଥିବା ବେଳେ ଏହି ବୟାନ ଦେଇଛନ୍ତି ଟ୍ରମ୍ପ  । ଯଦି ଏହି ଶୁଳ୍କ  ଲାଗୁ ହୁଏ, ତେବେ ଭାରତର କିଛି ସେକ୍ଟର ହୋଇପାରେ ପ୍ରଭାବିତ ।

What's Your Reaction?

like

dislike

love

funny

angry

sad

wow