ଆଜିବି ନର୍ସିଂ କର୍ମଚାରୀଙ୍କ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ

Sep 27, 2024 - 12:28
 0  2
ଆଜିବି ନର୍ସିଂ କର୍ମଚାରୀଙ୍କ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ

ଆଜିବି ଜାରି ରହିଛି ନର୍ସିଂ କର୍ମଚାରୀଙ୍କ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ । ଫଳରେ ବାଧାପ୍ରାପ୍ତ ହୋଇଛି ରୋଗୀ ସେବା । କ୍ୟାପିଟାଲ ହାସପାତାଳରେ ଜରୁରୀକାଳୀନ ସେବା ହୋଇଛି ବାଧାପ୍ରାପ୍ତ । ଜରୁରୀକାଳୀନ ୱାର୍ଡରେ ନାହାନ୍ତି ନର୍ସ । ରାଜ୍ୟର ସମସ୍ତ ସରକାରୀ ହାସପାତାଳରେ ଜରୁରୀ ସେବା କାର୍ଯ୍ୟରେ ଯୋଗ ଦେଇ ନାହାଁନ୍ତି ନର୍ସିଂ ଅଧିକାରୀ। ସେପଟେ କଟକ ଏସସିବିରେ ବି ଉପୁଜିଛି ସମାନ ସ୍ଥିତି । ଏସମା ଆଇନକୁ ଖାତିର ନକରି ନର୍ସିଂ ଅଧିକାରୀପୂରା ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଅଚଳ କରିବାକୁ ବସିଥିବା ବେଳେ ସରକାରଙ୍କ ସହ ପ୍ରଥମ ଆଲୋଚନା ହୋଇଛି ବିଫଳ  ।

What's Your Reaction?

like

dislike

love

funny

angry

sad

wow