ମହାପ୍ରସାଦର ହେବ ମାନ ଯାଞ୍ଚ

Sep 27, 2024 - 13:09
 0  2
ମହାପ୍ରସାଦର ହେବ ମାନ ଯାଞ୍ଚ

ପୁରୀ ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷା । ରୋଷଶାଳାକୁ ଜିନିଷ ଯିବା ପୂର୍ବରୁ ଓ ରୋଷଶାଳାରୁ ଅବଢ଼ା ବାହାରିବା ପରେ ଏହାର ମାନକୁ କରାଯିବ ପରୀକ୍ଷଣ  । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଥିବା କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏଥିପାଇଁ ଖାଦ୍ୟ ଇନ୍ସପେକ୍ଟରଙ୍କୁ କରାଯିବ ନିୟୋଜିତ  । ଦେଶର ଅନ୍ୟ ମନ୍ଦିର ଭଳି ପୁରୀ ମନ୍ଦିରରେ ଯେଭଳି ମହାପ୍ରସାଦ ମାନ ନେଇ ଅଭିଯୋଗ ନ ଆସୁ ସେଥିପାଇଁ ମାନ ପରୀକ୍ଷଣ ଜରୁରୀ ବୋଲି କହିଛନ୍ତି ଆଇନମନ୍ତ୍ରୀ ।  

What's Your Reaction?

like

dislike

love

funny

angry

sad

wow