ଟେଟ୍ରା ପ୍ୟାକରେ ମିଳିବ ମଦ

Apr 3, 2026 - 16:49
 0  1
ଟେଟ୍ରା ପ୍ୟାକରେ ମିଳିବ ମଦ

ପ୍ରଚଣ୍ଡ ଜନ ବିରୋଧ ସତ୍ୱେ ଏବେ ଓଡ଼ିଶାରେ ଟେଟ୍ରା ପ୍ୟାକରେ ମିଳିବ ମଦ। ଉକ୍ତ ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା-ପ୍ରଦାନକାରୀ ସ୍ତର । ୧୮୦ ମିଲି ପରିମାଣ ପର୍ଯ୍ୟନ୍ତ ମଦ  ଉପଲବ୍ଧ ହେବ ଟେଟ୍ରା ପ୍ୟାକରେ ।ଏନେଇ ନୂଆ ମାର୍ଗଦର୍ଶିକା ଆଣିଛି ଅବକାରୀ ବିଭାଗ । ତେବେ ନୂଆ ମାର୍ଗଦର୍ଶିକା ଅନୁସାରେ, ପୁରୀ ବେଳାଭୂମିରେ କୌଣସି ମଦ ଦୋକାନ ଖୋଲିବାକୁ ମିଳିବ ନାହିଁ ଅନୁମତି । କିନ୍ତୁ ରାଜ୍ୟର ଅନ୍ୟାନ୍ୟ ବେଳାଭୂମିରେ OTDCକୁ ଅବାଧ ମଦ ବିକ୍ରି ପାଇଁ ଦିଆଯାଇଛି ଅନୁମତି । ବିଭିନ୍ନ ଇକୋ ରିଟ୍ରିଟରେ ମଧ୍ୟ ମଦ କୁଡ଼ିଆ ଖୋଲାଯାଇ ପ୍ରୋତ୍ସାହିତ କରାଯିବ ମଦ ବିକ୍ରି ।

What's Your Reaction?

like

dislike

love

funny

angry

sad

wow