ଆଜି ଶେଷ ମାଟ୍ରିକ୍ ଖାତା ଦେଖା

Apr 2, 2026 - 16:38
 0  1
ଆଜି ଶେଷ ମାଟ୍ରିକ୍ ଖାତା ଦେଖା

ଆଜି ସରିଛି ମାଟ୍ରିକ ପରୀକ୍ଷା ଖାତା ଦେଖା। ଆସନ୍ତା ମେ ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ଫଳାଫଳ। ଫଳ ବାହାରିବା ପରେ ସଙ୍ଗେ ସଙ୍ଗେ ମିଳିବ ପ୍ରମାଣପତ୍ର।ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ।ଫେବ୍ରୁଆରୀ ୧୯ରୁ  ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ।

What's Your Reaction?

like

dislike

love

funny

angry

sad

wow