ଓଡ଼ିଶା ଫେରିବ ବାଘୁଣୀ ଜିନତ

Dec 22, 2024 - 16:20
 0  4
 ଓଡ଼ିଶା ଫେରିବ ବାଘୁଣୀ ଜିନତ

 ଓଡ଼ିଶା ଫେରିବ ପଶ୍ଚିମବଙ୍ଗ ପଳାଇଥିବା ଥିବା ବାଘୁଣୀ ଜିନତ। ତାକୁ ଟ୍ରାଙ୍କୁଲାଇଜ୍ କରି ପୁଣି ଶିମିପାଳକୁ ଅଣାଯିବ ବୋଲି ସୂଚନା ଦେଇଛନ୍ତି ବାରିପଦା ଆରସିସିଏଫ। ସେ କହିଛନ୍ତି ଯେ,ଠିକ୍ ଅଛି ବାଘୁଣୀ ଜିନତର ସ୍ୱାସ୍ଥ୍ୟାବସ୍ଥା । ତାର ଗତିବିଧି ଉପରେ ନଜର ରଖିଛନ୍ତି ଓଡ଼ିଶା ଓ ପଶ୍ଚିମବଙ୍ଗ ବନ ବିଭାଗ। ତେଣେ ଶିମିଳିପାଳରେ ଥିବା ବାଘୁଣୀ ଯମୁନାର ସ୍ୱାସ୍ଥ୍ୟାବସ୍ଥା ମଧ୍ଯ ଠିକ୍ ଅଛି ବୋଲି କହିଛନ୍ତି ଆରସିସିଏଫ।

What's Your Reaction?

like

dislike

love

funny

angry

sad

wow