ଥଣ୍ଡାରେ ଥରୁଛି ଉତରଭାରତ

Dec 22, 2024 - 16:19
 0  7
ଥଣ୍ଡାରେ ଥରୁଛି ଉତରଭାରତ

ଥଣ୍ଡାରେ ଥରୁଛି ଉତରଭାରତ । ବିଭିନ୍ନ ରାଜ୍ୟରେ ବର୍ଷା ସାଙ୍ଗକୁ ଜାରି ରହିଛି କୋହଲା ପାଗ ଓ ପ୍ରବଳ ଶୀତ ଲହରି । ହିମାଚଳ ଓ ଉତରାଖଣ୍ଡର ଅଧିକାଂଶ ସହରରେ ଶୂନ୍ୟଡିଗ୍ରୀ ତଳେ ରହିଛି ପାରଦ । ସେପଟେ ରାଜସ୍ଥାନରେ ପ୍ରବଳ ଶୀତ ପାଇଁ ଘରୁ ବାହାରିବା ହୋଇପଡିଛି କଷ୍ଟକର।  ଉତରଭାରତ ସହ ପଶ୍ଚିମଭାରତରେ ଲଗାଣ ବର୍ଷା ଯୋଗୁଁ ଏବେ ହେଉଛି ପ୍ରବଳ ଶୀତ । କିଛି ରାଜ୍ୟକୁ ୯୫ଘଣ୍ଟା ପାଇଁ ସତର୍କତା ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ।

What's Your Reaction?

like

dislike

love

funny

angry

sad

wow