ରଦ୍ଦ ହେବ ମହିଳାମାନଙ୍କ ନାଁରେ ହେଉଥିବା ମିଛ ମାମଲା

Jun 23, 2024 - 14:33
 0  4
 ରଦ୍ଦ ହେବ ମହିଳାମାନଙ୍କ ନାଁରେ ହେଉଥିବା ମିଛ ମାମଲା

 ରଦ୍ଦ ହେବ ମହିଳାମାନଙ୍କ ନାଁରେ ହେଉଥିବା ମିଛ ମାମଲା। ଏନେଇ ବଡ଼ ପଦକ୍ଷେପ ନେଇଛି ମହିଳା ଓ ଶିଶୁ ବିକାଶ ବିଭାଗ । ଛୋଟ ଛୋଟ ଘଟଣାରେ ମହିଳାଙ୍କ ଉପରେ ୩୫୪, ୩୭୬ ଭଳି  ଦଫା ଲାଗିବା ଠିକ ନୁହେଁ । ଏଭଳି ମିଛ କଥାରେ ସଙ୍ଗିନ ଦଫା ଲାଗୁଥିବାରୁ ଗୃହ ବିଭାଗକୁ ଚିଠି ଲେଖି ଅବଗତ କରାଇଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏବଂ ମହିଳାଙ୍କ ଉପରେ ଲାଗିଥିବା ସବୁ ମିଛ ମାମଲାକୁ ଖୁବ ଶୀର୍ଘ ରଦ୍ଦ କରାଯିବ ବୋଲି କହିଛନ୍ତି ପ୍ରଭାତି ପରିଡା ।

What's Your Reaction?

like

dislike

love

funny

angry

sad

wow