ସ୍ପେଶ୍ ଡକିଂରେ ଇତିହାସ ରଚିଲା ଇସ୍ରୋ

ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ବା ଇସ୍ରୋ । ମହାକାଶରେ ସଫଳତାର ସହ ଡକିଂ ହେଲା ସ୍ପେଡେସ୍କ ସାଟେଲାଇଟ।ପ୍ରଥମ ଥର ଲାଗି ଦୁଇଟି ଉପଗ୍ରହକୁ ପୃଥିବୀର କକ୍ଷପଥରେ ସଫଳତାର ସହ ସ୍ଥାପନ କରିଛି ଇସ୍ରୋ । ଫଳରେ ଡକିଂ କ୍ଷେତ୍ରରେ ବିଶ୍ବର ଚତୁର୍ଥ ରାଷ୍ଟ୍ରର ମର୍ଯ୍ଯାଦା ଲାଭ କରିଛି ଭାରତ।
What's Your Reaction?






